ବାଲେଶ୍ୱର ବାହାନଗା ରେ କରମଂଡଳ ଟ୍ରେନ ଦ୍ରୁଘଟଣା
Breaking -Over 50 Passengers Injured as Two Trains Collide In Balasore’s Bahanaga in Odisha

⭐ବାଲେଶ୍ୱର ଜିଲ୍ଲା ବାହାନଗାରେ ବଡ଼ ଧରଣର ରେଳ ଦୁର୍ଘଟଣା
⭐କରମଣ୍ଡଳ ଏକ୍ସପ୍ରେସର ୪ ବଗି ଲାଇନ୍ ଚ୍ୟୁତ
⭐ପାସେଞ୍ଜରକୁ ଏକ୍ସପ୍ରେସ୍ ଟ୍ରେନ୍ ଧକ୍କା ଦେଇଥିବା ସୂଚନା
⭐ଏଥିରେ ଅନେକ ଯାତ୍ରୀ ମୃତାହତ ହୋଇଛନ୍ତି
⭐ଯୁଦ୍ଧକାଳୀନ ଭିତ୍ତିରେ ବାଲେଶ୍ଵର ପ୍ରଶାସନ ଓ ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି




