ନାରୀନେତ୍ରୀ ସୌଦାମିନି ମିଶ୍ରଙ୍କ ବିିୟୋଗରେ ଶୋକ ସଭା

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସରର ଉତ୍କଳ ହିତୈଷିଣୀ ସମାଜ ତରଫରୁ ବହୁୁ ପ୍ରତିଭାଧାରୀ ସାହିିତ୍ୟିକା, କବୟତ୍ରୀ, ଓଡିଶା ସାହିତ୍ୟ ଏକ।।ଡେମୀ ଗଜପତି ଶାଖାର ପ୍ର।।କ୍ତନ ସଭ୍ୟା ସୌଦାମିନୀ ମିଶ୍ରଙ୍କ ବିୟୋଗରେ ଉତ୍କଳ ହିତୈଷିଣି ସମାଜର ସମ୍ପାଦକପୂର୍ଣ୍ଣ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଯୁଗ୍ମ ସମ୍ପାଦକ ବିିନୋଦ ଚନ୍ଦ୍ର ଜେନା ପ୍ରାରମ୍ଭିକ ସୂଚନା ପ୍ରଦାନ କରିିଥିଲେ । ଉପସ୍ଥିତ ବ୍ୟକ୍ତି ବିଶେଷ ମଧ୍ୟରେ ଆଶାଲତା ପାଣିଗ୍ରାହୀ, ଭାରତୀ ପାଣିିଗ୍ରାହୀ, ସ୍ୱର୍ଣ୍ଣପ୍ରଭା ପାଠୀ, ସିପ୍ରା ମିଶ୍ର, ଅକ୍ଷିତ ଜେନା, ଜଗଦୀଶ ମହାପାତ୍ର, ଏସ୍.ସ।।ହୁ, ଭାଗବତ ପାଢୀ, ଜଗଦୀୀଶ ମହାପାତ୍ର ପ୍ରମୁଖ ସ୍ୱର୍ଗତ ସୌଦାମିନୀ ମିଶ୍ର କିିଭଳି ଅଶି ଦଶକରେ (୧୯୮୦-୨୦୦୦) ମଧ୍ୟରେ ନାରୀମାନଙ୍କୁୁ ଆଗକୁ ଆଣିବା ପାଇଁ ମହିଳା ଲେଖିକା ସଂଗଠନ କରିଥିଲେ, ତାଙ୍କରି ପ୍ରେରଣାରେ ବହୁୁ ମହିିଳା ଉତ୍ସାହିତ ହୋଇ ସମାଜ ସେବାରେ ଯୋଗ ଦେଇଥିଲେ ଏବଂ ତାଙ୍କରି ଓକିଲାତି ଆଦି ସମ୍ପର୍କରେ ସ୍ମୃତିିଚାରଣ କରିିଥିଲେ ।