ତୁଳସୀ ନଗର ୯ମ ଲାଇନ ଏ କେ ଜିଲାନଙ୍କ ବାସଭବନରୁ ଗତ କାଲି ରାତିରେ ବଡ଼ ଧରଣର ଚୋରୀ

ବ୍ରହ୍ମପୁର : ତୁଳସୀ ନଗର ୯ମ ଲାଇନ ଏ କେ ଜିଲାନଙ୍କ ବାସଭବନରୁ ଗତ କାଲି ରାତିରେ ବଡ଼ ଧରଣର ଚୋରୀ ହେଇଛି l ଘରର ତାଲା ଭାଙ୍ଗି ଦୁର୍ବୃତ୍ତ ମାନେ ଘରରୁ ପ୍ରାୟ ୧୫ରୁ ୨୦ ଭରି ସୁନା ଅଳଙ୍କାର ଓ ନଗଦ ୨୦ ହଜାର ଟଙ୍କା ଚୋରୀ ହୋଇଛି l ଚୋରୀ କରିବାକୁ ଘରେ ପ୍ରବେଶ ସମୟରେ ସିସିଟିଭି କେମେରାରେ ଦୃଶ୍ୟ ଉତଳନ ହେଇଛି l ଟାଉନ ଥାନା ପୋଲିସ ଘଟଣାର ତଦନ୍ତ କରୁଛି l

Leave a Reply

Your email address will not be published. Required fields are marked *

Sorry this site disable right click
Sorry this site disable selection
Sorry this site is not allow cut.
Sorry this site is not allow copy.
Sorry this site is not allow paste.
Sorry this site is not allow to inspect element.
Sorry this site is not allow to view source.